April 21, 2025

ଉତ୍କର୍ଷ କାର୍ଯ୍ୟ ପାଇଁ ଓଡିଶା ମହିଳା ଓ ଶିଶୁ ବିକାଶ ବିଭାଗ ପାଇଲା ୩ଟି ସ୍କଚ ପୁରସ୍କାରରେ

ଭୁବନେଶ୍ବର: ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର 2 ଟି ପ୍ରମୁଖ କାର୍ଯ୍ୟକ୍ରମ “ଘରେ ଘରେ ଅରୁଣିମା “କୁ ପ୍ଲାଟିନମ୍ ବର୍ଗ ରେ ଏବଂ ଗଞ୍ଜାମ ଜିଲ୍ଲା ରେ ବାଲ୍ୟ ବିବାହ ମୁକ୍ତ ଅଭିଯାନ “ନିର୍ଭୟ। କଢି କୁ” ସମ୍ମାନଜନକ ଗୋଲ୍ଡ ବର୍ଗରେ ସ୍କୋଚ-୨୦୨୧ ପୁରସ୍କାରରେ ସମ୍ମାନିତ କରାଯାଇଛି। ଆଦ୍ୟ ଶୈଶବ କାର୍ଯ୍ୟକ୍ରମ ବାତ୍ସଲ୍ୟ

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia