April 30, 2025

ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ୧୫ ଫୁଟର ଘାଇ, ଘରେ ପଶିଲା ପାଣି

କଳାହାଣ୍ତି : ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ୧୫ ଫୁଟର ଘାଇ ସୃଷ୍ଟି ହୋଇଥିବା ନେଇ ସୂଚନା ରହିଛି । ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଭୁଶୁଡି ଏକର ଏକର ଚାଷ ଜମି ଜଳମଗ୍ନ । ଚାଷ କ୍ଷତି ସମ୍ବାବନା । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ସର୍ଗିଗୁଡା ଗ୍ରାମପଞ୍ଚାୟତର ପ୍ରଜା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia