April 21, 2025

ଆସୁଛି ବାତ୍ୟା, ୪ରେ ଛୁଇଁବ ଉପକୂଳ

ଭୁବନେଶ୍ବର: ମାଡି ଆସୁଛି ବାତ୍ୟା । ଆସନ୍ତା ୪ ତାରିଖରେ ଛୁଇଁବ ଉପକୂଳ । ବାତ୍ୟା ଆସୁଥିବା ସ୍ପଷ୍ଟ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୪ ତାରିଖ ସକାଳେ ବାତ୍ୟା ଉପକୂଳରେ ପହଞ୍ଚିବ କହିଲେ ଆଇଏମଡି ଡିଜି । ତେବେ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ଏଯାଏ ସ୍ପଷ୍ଟ ହୋଇନାହିଁ ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia