April 21, 2025

ଆସୁଛି ବାତ୍ୟା: ଉପକୂଳବର୍ତ୍ତୀ ଜିଲ୍ଲାରେ ରଚିବ ତାଣ୍ଡବ !

ଭୁବନେଶ୍ୱର: ଆସୁଛି ଆଉ ଏକ ବାତ୍ୟା । ଉପକୂଳବର୍ତ୍ତୀ ଜିଲ୍ଲାରେ ରଚି ପାରେ ତାଣ୍ଡବ । ଆସନ୍ତା ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଇ ପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି । ତେବେ ଏଯାଏଁ କିଛି ସ୍ପଷ୍ଟ ଚିତ୍ର ମିଳି ପାରିନାହିଁ ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia