April 29, 2025

ଆସୁଛନ୍ତି ମା’: ଖାନନଗରରେ ମୁଖ୍ୟ ଆକର୍ଷଣ ଅମରନାଥ ଗୁମ୍ପା ତୋରଣ

କଟକ: ଆସୁଛନ୍ତି ମା । ଆଉ ଅଳ୍ପ ଦିନର ଅପେକ୍ଷା । ଧରାପୃଷ୍ଟକୁ ଅବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । ଦୁର୍ଗା ପୂଜା ପାଇଁ ସିଲଭର ସିଟିରେ ପ୍ରସ୍ତୁତି ଜୋର ଦାର । ଧୁମଧାମରେ ପୂଜା କରିବାକୁ ଆୟୋଜକ ଲାଗି ପଡିଛନ୍ତି ଆୟୋଜକ । କାରଣ ଦୁଇବର୍ଷ ପରେ ଏଥର ବିନା କଟକଣାରେ, ଭକ୍ତଙ୍କ ମେଳରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia