April 21, 2025

ଆସନ୍ତୁ ଜାଣିବା ରାଜ କୁମାର ରାଓଙ୍କ ବାନ୍ଧବୀ ପତ୍ରଲେଖାଙ୍କ ବିଷୟରେ

ବଲିଉଡ ତାରକା ରାଜକୁମାର ରାଓ ତାଙ୍କ ବାନ୍ଧବୀ ପତ୍ରଲେଖାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ନିର୍ବନ୍ଧ ହୋଇଯାଇଛି। ଏହା ପରେ ଦୁହିଙ୍କ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ ପାଇଛି ତାଙ୍କ ଫ୍ୟାନମାନଙ୍କ ମଧ୍ୟରେ। ରାଜକୁମାର ରାଓଙ୍କ ବିବାହ ଖବର ସୋସିଆଲ ମିଡିଆରେ ଆସିବା ପରେ ଅନେକ ଲୋକ ପତ୍ରଲେଖା

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia