April 21, 2025

ଆସନ୍ତା ୯ରେ ନବୀନ-ଜଗନଙ୍କ ଭେଟ-ଘାଟ୍, ସୀମା ବିବାଦ ଉପରେ ହେବ ଆଲୋଚନା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ । ଏହି ଗସ୍ତ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟ ପାଇଁ ଗୁରୁତ୍ୱ ବହନ କରୁଛି । ୯ ବର୍ତ୍ତମାନ ପରିପ୍ରେକ୍ଷୀରେ ଅନେକ ଜିଲ୍ଲାରେ ଦୁଇ ରାଜ୍ୟକୁ ନେଇ ଉଠୁଥିବା ସୀମା ବିବାଦ ମୁଣ୍ଡ ଟେକିଛି । ଗଜପତିର କୋଟିଆ ଭଳି ଅଞ୍ଚଳରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia