ଭୁବନେଶ୍ୱର: ଛତିଶଗଡ଼ ମୁହାଁ ହୋଇଛି ସକ୍ରିୟ ଅବପାତ । ୧୯ଟି ଜିଲ୍ଲାକୁ ବର୍ଷା ନେଇ ଚେତାବନୀ । ୯ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Koraput villagers seek govt nod to sell kendu leaf to private parties
Shoot us, but don’t throw us out: 72-yr-old Pak nat’l
Three killed in two separate incidents in Ganjam