April 21, 2025

ଆସନ୍ତାକାଲିଠୁ ବିଧାନସଭା ଶୀତ ଅଧିବେଶନ: ସଂଲଗ୍ନ ରାସ୍ତାରେ କଟକଣା; ଜାଣନ୍ତୁ, କେଉଁ ବାଟରେ କେମିତି ଯିବେ ?

ଭୁବନେଶ୍ୱର: ଆସନ୍ତାକାଲି (ବୁଧବାର) ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ସେଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଧାନସଭା ସଂଲଗ୍ନ ସମସ୍ତ ରାସ୍ତାରେ କଟକଣା ଜାରି କରାଯାଇଛି। ପୂରା ସୁରକ୍ଷା ଦାୟିତ୍ବରେ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚା​ଳିତ ହେବ। ୬

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia