ଆବୁଧାବି ସୌନ୍ଦର୍ଯ୍ୟଭରା ମସଜିଦ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରୋମ ପରେ ଆବୁଧାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ଐତିହ ସ୍ମାରକୀ ଶେଖ ଜାୟେଦ ମସଜିଦ ବୁଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ମସଜିଦ ବୁଲି ଦେଖିବା ବେଳେ ସେ ଧଳା ବଦଳେ ନୀଳ ରଙ୍ଗର କୁର୍ତ୍ତାରେ ନଜର ଆସିଛନ୍ତି । ଅନେକ ଦିନ ପରେ ସେ ଧଳା ବଦଳେ ଅନ୍ୟ ରଙ୍ଗର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia