April 20, 2025

ଆପ୍ ର ଘୋଷଣା : କ୍ଷମତାକୁ ଆସିଲେ 300 ୟୁନିଟ୍ ମାଗଣା ବିଦ୍ୟୁତ୍, ପୁରୁଣା ବିଲ୍ ଛାଡ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ପାଇଁ ଦିଲ୍ଲୀରେ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି ଅଣ୍ଟା ଭିଡ଼ିଛି । ଯୋଗୀ ସରକାର ହାତରୁ ଉତ୍ତରପ୍ରଦେଶ ଛଡ଼ାଇବା ନେଇ ଆପ୍ କସରତ ଆରମ୍ଭ କରିଛି । ଏଥି ସହିତ, ଦିଲ୍ଲୀ ପରି ଉତ୍ତରପ୍ରଦେଶ ଜନଧାରଣଙ୍କ ପାଇଁ ଜନପ୍ରିୟ ଘୋଷଣା କରିବା ଆରମ୍ଭ କରିଛି । ଗୁରୁବାର ଦିନ ଦିଲ୍ଲୀର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia