ପୁରୀ: ଆଜି ଆର୍ନ୍ତଜାତୀୟ ଯୋଗ ଦିବସ । ସାରା ଦେଶରେ ପାଳନ ହେଉଛି ଏହି ଦିବସ । ଏହି ଅବସରରେ ବାଲୁକା କଳା ମାଧ୍ୟରେ ସଚେତନତାର ବାର୍ତ୍ତା ଦେଇଛନ୍ତି ଉଭୟ ବାଲୁକଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ । ଉଭୟ କଳା ମାଧ୍ୟମରେ ଯୋଗ ଦିବସର ଶୁଭେଚ୍ଛା ଜଣାଇବା ସହ ସଚେତନତାର ବାର୍ତ୍ତା ଦେଇଛନ୍ତି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Govt nod to higher allowances, incentives for cops
Rlys to start station work in KBK
Two drown in Mahanadi at Jobra