April 30, 2025

ଆତ୍ମ ସମର୍ପଣ କଲେ ୭୦୦ ମାଓ ସମର୍ଥକ

ମାଲକାନଗିରି: ମାଲକାନଗିରି ଜିଲ୍ଲାକୁ ମାଓ ମୁକ୍ତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ଆରମ୍ଭ କରାଯାଇଥିଲା ଆଣ୍ଟି ନକ୍ସଲ ଅପରେସନ । ଯାହାକୁ ଧିରେ ଧିରେ ସଫଳତା ମଧ୍ୟ ମିଳୁଛି । ଆଜି ୭୦୦ରୁ ଉର୍ଦ୍ଧ ମାଓ ମିଲିସିଆ ଆତ୍ମ ସମର୍ପଣ କରିଛନ୍ତି । ତେବେ ଏହି ମାଓ ମିଲିସିଆ ମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ୧୩ ଜଣ ହୋଇଥିବା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia