April 26, 2025

ଆଜି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଶେଷକୃତ୍ୟ: ଜନ୍ମମାଟିରେ ହେବ ଅନ୍ତିମ ସଂସ୍କାର

ପଦ୍ମପୁର: ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ଆଜି ହେବ ଶେଷକୃତ୍ୟ । ବିଧାୟକଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଶୋଭାଯାତ୍ରାରେ ପଦ୍ମପୁର ରାଜଘାଟକୁ ନିଆଯିବ। ସେଠାରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି । ଗତକାଲି ତାଙ୍କ ପାର୍ଥବ ଶରୀର ପଦ୍ମପୁରରେ ପହଂଚିବା ପରେ ହଜାର ହଜାର ଲୋକ ଶେଷ ଦର୍ଶନ କରିଥିଲେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia