ଆଜି ଦଶମୀରେ ହେବ ଚକା ବିଜେ ନୀତି, ସୁସ୍ଥ ହେବେ ମହାପ୍ରଭୁ

ପୁରୀ: ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ । ସ୍ନାନପୂଣ୍ଣିମା ଠାରୁ ଅସୁସ୍ଥ ଅଛନ୍ତି ଶ୍ରୀଜିଉ । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଚିକିତ୍ସା । ଫୁଲୁରି ତେଲ ଏବଂ ଓଷୋ ଲାଗି ପରେ ବି ସୁସ୍ଥ ହୋଇନାହାନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଆଜି ଦଶମୂଳ ଲାଗି କରାଯିବ । ମହାପ୍ରଭୁଙ୍କ ଗୁପ୍ତସେବାର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia