April 24, 2025

ଆଜି ଠାରୁ କଳାହାଟ ଦ୍ୱାର ରୂପା ଛାଉଣୀ କାର୍ଯ୍ୟ ଆରମ୍ଭ

ପୁରୀ: ଆଉ କିଛି ଦିନ ପରେ ଶ୍ରୀକ୍ଷେତ୍ରରେ ହେବ ଘୋଷଯାତ୍ରା । ଏନେଇ ଚାଲିଛି ପ୍ରସ୍ତୁତି ପର୍ବ । ଆଜି ଶ୍ରୀମନ୍ଦିର କଳାହାଟ ଦ୍ୱାର ରୂପା ଛାଉଣୀ ପାଇଁ କାମ ଆରମ୍ଭ ହୋଇଛି । ଗତ ରଥଯାତ୍ରାରେ ଶ୍ରୀମନ୍ଦିରର ଆଠଟି ଦ୍ୱାର ରୂପା ଛାଉଣି ହୋଇଥିଲା । ଚଳିତ ବର୍ଷ ରଥଯାତ୍ରାରେ କଳାହାଟ ଦ୍ୱାର ରୂପା ଛାଉଣୀ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia