April 20, 2025

ଆଜି ଜେଲରୁ ମୁକୁଳିବେ ନବଜୋତ ସିଂହ ସିଦ୍ଧୁ

ପଟିଆଲା : କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଜି ଜେଲରୁ ମୁକୁଳିବେ । ତାଙ୍କର ଭଲ ଆଚରଣ ହେତୁ ସିଦ୍ଧୁଙ୍କୁ ସମୟ ପୂର୍ବରୁ ମୁକ୍ତ କରାଯାଉଛି । 1988 ମସିହାର ରୋଡ୍‌ ରେଜ୍ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ସିଦ୍ଧୁଙ୍କୁ ବର୍ଷେ ପାଇଁ ଜେଲଦଣ୍ଡ ଦେଇଥିଲେ । 2022

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia