April 20, 2025

ଆଜି ଖୋଲିବ ମମତାଙ୍କ ଭାଗ୍ୟ ପେଡ଼ି, ନିର୍ବାଚନ ହାରିଲେ ହାତରୁ ଯିବ ମୁଖ୍ୟମନ୍ତ୍ରୀ ପଦ

କୋଲକାତା : ଆଜି ପ୍ରକାଶ ପାଇବ ପଶ୍ଚିମବଙ୍ଗର ଭବାନୀପୁର ଉପ ନିର୍ବାଚନର ଫଳାଫଳ । ସକାଳ 8 ଟାରୁ ହେବ ଭୋଟ୍ ଗଣତି ପ୍ରକ୍ରିୟା । ଏନେଇ ନିର୍ବାଚନ କମିଶନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଆସନର ସମ୍ବେଦନଶୀଳତାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭବାନୀପୁର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia