April 22, 2025

ଆଜି ଆଲିୟା-ରଣବୀରଙ୍କ ମେହେନ୍ଦି, କାଲି ବାହାଘର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା । ଏହି ଦୁଇ ଷ୍ଟାର କପଲ୍‌ଙ୍କୁ ନେଇ ସୋସିଆଲ୍‌ ମିଡିଆରେ ବିବାହର ଅନେକ ଫଟୋ ଭାଇରାଲ୍‌ ହେଉଛି । ଆଜିଠୁ ଏହି ଦୁଇ ଲଭ୍‌ ବାର୍ଡଙ୍କ ଆରମ୍ଭ ହୋଇଛି ପ୍ରି ୱେଡିଂ ଫଙ୍କସନ୍‌। ଆଜି ଆଲିଆଙ୍କ ହାତରେ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia