ଆଜି ଅଲଟିମେଟ୍ ଖୋ ଖୋ ଫାଇନାଲ: ତେଲଗୁ ଯୋଦ୍ଧାସକୁ ଭେଟିବ ଓଡ଼ିଶା ଜଗରନଟ୍ସ

ପୁଣେ: ଆଜି ଅଲଟିମେଟ୍ ଖୋ ଖୋ ଫାଇନାଲ । ଓଡ଼ିଶା ଜଗରନଟ୍ସ ଓ ତେଲଗୁ ଯୋଦ୍ଧାସ୍ ମଧ୍ୟରେ ହେବ ଟକ୍କର । ଓଡ଼ିଶା କ୍ରୀଡ଼ା ବିକାଶ ଏବଂ ପ୍ରସାର କମ୍ପାନି ମାଲିକାନାରେ ଥିବା ଏହି ଦଳ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ‘ଅଲଟିମେଟ୍ ଖୋ ଖୋ’ ଲିଗରେ ଚତ୍ମକାର ପ୍ରଦର୍ଶନ କରି ଫାଇନାଲରେ ଯୋଗ୍ୟତା ହାସଲ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia