April 30, 2025

ଆଜିଠୁ OJEE ୱେବ୍ କାଉନସେଲିଂ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି OJEE ୱେବ୍ କାଉନସେଲିଂ । ଓଜେଇଇ ୱେବ୍ କାଉନସେଲିଂ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ଆରମ୍ଭ ହେବ ପ୍ରକ୍ରିୟା । ଆଜିଠୁ MBA, MCA, M.Tech, M.Arch, M.Plan ପାଇଁ କାଉନସେଲିଂ । କାଲିଠୁ B.Tech, B.Arch, B.Cat, Int, M.Sc ପାଇଁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia