April 23, 2025

ଆଜିଠୁ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକଙ୍କୁ ମିଳିଲା ଲୋକସେବା ଭବନରେ ଏଣ୍ଟ୍ରି

ଭୁବନେଶ୍ୱର: ଆଜିଠୁ ଖୋଲିଲା ଲୋକସେବା ଭବନ । ଦୁଇ ବର୍ଷ ପରେ ସାଧାରଣ ଲୋକ ଓ ସ୍ୱୀକୃତି ପ୍ରାପ୍ତ ସମ୍ବାଦିକ ମାନଙ୍କ ପାଇଁ ଖୋଲିଛି ଲୋକସେବା ଭବନ । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଗୃହ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଲୋକସେବା ଭବନ , ଖାରବେଳ ଭବନ ଓ ରାଜୀବ ଭବନ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia