April 21, 2025

ଆଗାମୀ 20-30 ବର୍ଷ ପାଇଁ ଭାରତୀୟ ରାଜନୀତିରେ ଶକ୍ତ ରହିବ ବିଜେପି – ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ଭାରତୀୟ ରାଜନୀତିରେ ବଡ଼ ଚେହେରା ଭାବେ ନିଜର ସ୍ଥାନ ଗଢିଛନ୍ତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ନିଜର ରଣନୀତି ଜରିଆରେ କେତେକ ରାଜ୍ୟରେ ସେ କେତେ ଦଳକୁ ଶାସନ ଗାଦିରେ ବସାଇବାରେ ସଫଳ ହୋଇଛନ୍ତି ତ କେତେବେଳେ କେନ୍ଦ୍ର ସରକାର ବିରୋଧରେ ତୃତୀୟ ସାମ୍ମୁଖ୍ୟ ପ୍ରସ୍ତୁତ କରିବା ନେଇ ଚର୍ଚ୍ଚାରେ ରହି ଆସିଛନ୍ତି ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia