April 22, 2025

ଆଇପିଏଲ 2022: ଶେଷ ଲିଗ ଲଢେଇରେ ଟସ୍‌ ଜିତିଲା ଲକ୍ଷ୍ନୌ

ମୁମ୍ବାଇ: ଚଳିତ ଆଇପିଏଲ 2022 ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ନିଜ ନିଜର ଶେଷ ମ୍ୟାଚ ଖେଳୁଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ କୋଲକାତା ନାଇଟ ରାଇଡର୍ସ ମୈଦାନକୁ ଓହ୍ଲାଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ ଜିତିଲେ ଲକ୍ଷ୍ନୌ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia