April 22, 2025

ଅବପାତରେ ପରିଣତ ହେଲା ଲଘୁଚାପ,୨୫ ସକାଳେ ପଶ୍ଚିମଙ୍ଗ-ବାଂଲାଦେଶ ଉପକୂଳ ଦେଇ ଗତି କରିବ ବତ୍ୟା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେଲା । ଆଣ୍ତାମାନ ସାଗର ନିକଟ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି ଅନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି। ୨୩ ସକାଳ ପର୍ଯ୍ୟନ୍ତ ଉତ୍ତରପଶ୍ଚିମ ଦିଗକୁ ଗତିକରି ପରେ ଦିଦ ବଦଳାଇବା ପରେ ବାତ୍ୟାରେ ରୂପାନ୍ତରିତ ହେବା ନେଇ ଆକଳନ କରାଯାଇଛି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia