April 21, 2025

ଅବପାତରେ ପରିଣତ ହେଲା ‘ଜୱାଦ’: ଜାଣନ୍ତୁ, କେଉଁଠି କେତେ ବର୍ଷା ରେକର୍ଡ ହୋଇଛି ?

ଭୁବନେଶ୍ୱର: ପୁଣି ବଳ ହରାଇ ଅବପାତରେ ପରିଣତ ହୋଇଛି ‘ଜୱାଦ’ । ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ଏବେ ଏହି ଅବପାତ ସମୁଦ୍ର ଭିତରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି । ପୁରୀଠାରୁ ଏବେ ୫୦ କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି । ସେପଟେ ଜୱାଦ ପ୍ରଭାବରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia