April 20, 2025

ଅପରେସନ୍ ଗଜରାଜ: ହାତୀକୁ ଉଦ୍ଧାର କରିବାକୁ ଯାଇ ଓଲଟିଲା ଓଡ୍ରାଫ ବୋଟ୍‌

କଟକ: ମୁଣ୍ଡଳି ବ୍ୟାରେଜ୍ ନିକଟରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର ବେଳେ ଅଘଟଣ । ଓଲଟିଲା ଓଡ୍ରାଫ ଟିମର ବୋଟ୍ । ରବର ବୋଟରେ ଅପରେସନରେ ସାମିଲ ଥିଲେ ଓଡ୍ରାଫ ଟିମର ସଦସ୍ୟ ଓ ଆଞ୍ଚଳିକ ଗଣମାଧ୍ୟମ ଓଟିଭି ଦୁଇ ପ୍ରତିନିଧି । ଓଡ୍ରାଫ୍ ଟିମ୍ ବୋଟ୍ ଯୋଗେ ହାତୀକୁ ଘଉଡ଼ାଇବାକୁ ଯିବାବେଳେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia