ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ , ଚିତ୍ରକୋଣ୍ଡା ଏସଡିପିଓଙ୍କ ନିଲମ୍ବନ ଦାବି କଲେ ବିରୋଧୀ

ଭୁବନେଶ୍ୱର:ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ।ବିଧାନଶଭା ଶୂନ୍ୟ କାଳରେ ଉଠିଥିଲା ଚିତ୍ରକୋଣ୍ତା ଏସିଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ଗର୍ଭବତୀ ସମେତ ବହୁ ମହିଳାଙ୍କୁ ମାଡ଼ ମାରିବା ଘଟଣା । ରାତି ଅଧରେ କୌଣସି ମହିଳା ପୁଲିସ୍‌ ସାଥିରେ ନ ନେଇ ମହିଳାଙ୍କୁ ଅତ୍ୟାଚାର କରିବା ଓ ଦୁର୍ବ୍ୟବହାର କରିବା ଅଭିଯୋଗକୁ ନେଇ ତାତିଛନ୍ତି ବିରୋଧୀ । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ସତ୍ୱେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia