April 20, 2025

ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ସଂସଦ, ଜାଣନ୍ତୁ ଏହି ଅଧିବେଶନରେ କେତେ ଦିନ କେଉଁ ପ୍ରସଙ୍ଗରେ ହୋଇଛି ଆଲୋଚନା

ନୂଆଦିଲ୍ଲୀ : ଚଳିତ ବର୍ଷ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟୟ ଲଗାତାର ହଙ୍ଗାମା ମଧ୍ୟରେ ଶେଷ ହୋଇଛି । ଅଶାନ୍ତ ବଜେଟ୍ ଅଧିବେଶନ ମଧ୍ୟରେ ସଂସଦର ଉଭୟ ଗୃହ, ଲୋକସଭା ଏବଂ ରାଜ୍ୟସଭାର ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟରେ ଲୋକସଭା

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia