April 22, 2025

ଅଣ୍ଡା ଚୋରି କରି ଖାଇ ଦେଲେ ଦିଦି !

ନୟାଗଡ଼: ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ମଧ୍ୟାନ ଭୋଜନ ଯୋଜନାରେ ଦିଆଯାଉଛି ଅଣ୍ଡା । ହେଲେ ସେହି ଅଣ୍ଡାକୁ ପିଲାଙ୍କୁ ଦେବା ବଦଳରେ ଖାଉଛନ୍ତି ଶିକ୍ଷକ-ଶିକ୍ଷୟତ୍ରୀ । ଏମିତି କିଛି ଅଭିଯୋଗ ଆସିଛି ନୟାଗଡ଼ ରଣପୁର ବ୍ଲକ୍ ଚମ୍ପାଗଡ ସରକାରୀ ବିଦ୍ୟାଳୟରୁ । ତେବେ ଜଣେ ଶିକ୍ଷୟିତ୍ରୀ ଅଣ୍ଡା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia