ଭୁବନେଶ୍ୱର: ଅକ୍ଟୋବରରେ ଦୀପାବଳି, ସୂର୍ଯ୍ୟପରାଗ ଓ ତା ଉପରେ ପୁଣି ବାତ୍ୟା । ଆଲୋକର ପର୍ବ ଦୀପାବଳିକୁ ସୂର୍ଯ୍ୟପରାଗର ଅନ୍ଧକାର ଛାଇଥିବା ବେଳେ । ସୂର୍ଯ୍ୟପରାଗର କୋପକୁ ଧୋଇ ଦେବାକୁ ଆସୁଛି ବାତ୍ୟା ସିତ୍ରାଙ୍ଗ । ଆସନ୍ତା ଅକ୍ଟୋବର ୨୪ରେ ଆସୁଛି ବାତ୍ୟା ସିତ୍ରାଙ୍ଗ । ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଲଘୁଚାପ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Shah, Sarangi console Prasant’s family; body flown to Delhi
Odia tourists scramble to leave Pahalgam
Last-minute change in travel plan saves family of 3 from Odisha