April 20, 2025

ୱେଲମାର୍କରେ ପରିଣତ ହୋଇଛି ଲଘୁଚାପ, ୧୨ଘଣ୍ଟାରେ ନେବ ଅବପାତ ରୂପ

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ୨୫ ତାରିଖରୁ ଉପକୂଳ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶରେ ହାଲୁକାରୁ ମଧ୍ୟମ ବର୍ଷା ହେବ ବୋଲି ଆକଳନ କରିଛନ୍ତି ଆଇଏମଡି । ସେପ୍ଟେମ୍ବର ୨୬ ତାରିଖ ଦିନ ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟ ବର୍ଷା ଆକଳନ କରାଯାଉଥିବା

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia