April 22, 2025

୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ 5G ଆରମ୍ଭ ହେବ

ଭୁବନେଶ୍ୱର: ଆସନ୍ତାବର୍ଷ ମାର୍ଚ୍ଚରେ ଓଡ଼ିଶାରେ ଆରମ୍ଭ ହେବ 5G ସେବା । ପ୍ରଥମ ପର୍ଯ୍ୟାୟରେ ୮ଟି ସହର ସାମିଲ ହେବ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମାର୍ଚ୍ଚ ସୁଦ୍ଧା ୮ଟି ସହରରେ ଓ ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳରେ ମିଳିବ 5G ସେବା ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia