April 21, 2025

୨୦୨୨ ଛୁଟି ତାଲିକା: ଏହିସବୁ ଦିନରେ ମିଳିବ ୩ ଦିନିଆ ଛୁଟି, ୭ଟି ଛୁଟି ରବିବାର ଦିନ ପଡୁଛି

ଓଡିଶା ସରକାର ୨୦୨୨ ମସିହା ପାଇଁ ଘୋଷଣା କରିଛନ୍ତି ସରରୀ କର୍ମଚାରୀଙ୍କ ପାଇଁ ଛୁଟି ତାଲିକା। ଆସନ୍ତା ବର୍ଷ ୭ଟି ପ୍ରମୁଖ ଛୁଟି ରବିବାର ଦିନ ପଡୁଥିବା ଯୋଗୁ ସରକାରୀ କର୍ମଚାରୀ ମାନେ ମନ ଦୁଖ କରିବେ ନିଶ୍ଚୟ। ଆପଣ ଯଦି ସରକାରୀ କର୍ମଚାରୀ ଏବଂ କର୍ମ ବ୍ୟସ୍ତତା ଯୋଗୁ ପରିବାର ସହ ଟୁର ପ୍ଳାନ କରିବାକୁ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia