April 22, 2025

ୟୁପି ନିର୍ବାଚନ ପଞ୍ଚମ ପର୍ଯ୍ୟାୟ : ରାମ ନଗରୀ ଅଯୋଧ୍ୟା ଉପରେ ସମସ୍ତଙ୍କ ନଜର, ହେଭିୱେଟ୍ ନେତାଙ୍କ ହେଉଛି ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର 12 ଟି ଜିଲ୍ଲାର 61 ଟି ନିର୍ବାଚନମଣ୍ଡଳୀରେ ଆଜି ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି । ଏହି 61 ଟି ଆସନରେ ମତଦାନ ସକାଳ 7 ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଚାଲିବ । ଉତ୍ତରପ୍ରଦେଶରେ ଆଜି ଭୋଟ୍ ଗ୍ରହଣ କରାଯାଉଥିବା ଏହି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia