April 20, 2025

ୟୁପି-ଉତ୍ତରାଖଣ୍ଡ ସମେତ 5 ରାଜ୍ୟ ବିଧାନସବା ନିର୍ବାଚନର ସର୍ଭେ ରିପୋର୍ଟ, ବିଜେପି ପାଇଁ ବଡ଼ ଖବର

ନୂଆଦିଲ୍ଲୀ : ଯଦିଓ 2022 ମସିହାରେ ହେବାକୁ ଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଚାରି-ପାଞ୍ଚ ମାସ ବାକି ଅଛି, କିନ୍ତୁ ଦେଶର ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି । ଜିତ୍ – ହାର ର ଗଣିତ କଷି ସମସ୍ତ ଦଳ ରଣନୀତି ଆରମ୍ଭ କରିଛନ୍ତି ଏବଂ ସମସ୍ତ ଦଳ ସେମାନଙ୍କର ବିଜୟ ଦାବି କରୁଛନ୍ତି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia