April 22, 2025

ହ୍ୟାକ୍ ହେଲା ପଞ୍ଜାବ କଂଗ୍ରେସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ୍, ହ୍ୟାକର ସେୟାର କଲେ ଏହି ଟ୍ୱିଟ୍

ନୂଆଦିଲ୍ଲୀ : ଟ୍ୱିଟରରେ ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଆକାଉଣ୍ଟ ହ୍ୟାକ୍ ହେବାର ଖବର ସାମ୍ନାକୁ ଆସୁଛି । ପ୍ରଥମେ UGC ର ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍ ହୋଇଥିଲା, ବର୍ତ୍ତମାନ ପଞ୍ଜାବ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲକୁ ହ୍ୟାକର୍ସ ମାନେ ହ୍ୟାକ୍ କରିଛନ୍ତି । ପଞ୍ଜାବ କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲକୁ ହ୍ୟାକର୍ କରି ଏକ ପୋଷ୍ଟ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia