April 23, 2025

ହୋଲି ଖେଳି ଗାଧୋଇବା ବେଳେ ବୁଡ଼ିଗଲେ ୬ ଜଣ: ଜଣେ ମୃତ, ୫ ନିଖୋଜ

ଯାଜପୁର: ହୋଲି ଖେଳି ସାରି ଗାଧୋଇବା ବେଳେ ଅଘଟଣ । ଯାଜପୁର ଟାଉନ ଥାନା ବଡ଼ ସୁଆର ଅଞ୍ଚଳରେ ଖରସ୍ରୋତା ନଦୀରେ ବୁଡ଼ି ଗଲେ ୬ ଜଣ । ଗାଧୋଇବା ବେଳେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia