April 20, 2025

ହୀରାକୁଦରେ କମୁଛି ଜଳସ୍ତର : ବନ୍ଦ ହେଲା ଆଉ 6ଟି ଗେଟ୍

ଭୁବନେଶ୍ୱର : ଉପରମୁଣ୍ଡରେ କମ୍ ବର୍ଷା ଫଳରେ ହୀରାକୁଦର ଜଳସ୍ତର କମିଛି । ଜଳ ଭଣ୍ଡାରେ ଜଳସ୍ତର କମୁଥିବାରୁ ହୀରାକୁଦର ଆଉ 6ଟି ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ 18 ଟି ଗେଟ ଦେଇ ଜଳ ପ୍ରବାହିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି 628.17 ଫୁଟ ରହିଛି। ଏବେ ହୀରାକୁଦ ଜଳଭଣ୍ଡାରକୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia