April 22, 2025

ହାପି ବର୍ଥ ଡେ’ ଭିକି କୌଶଲ

ମୁମ୍ବାଇ: ବଲିଉଡର ଜଣାଶୁଣା ଚେହେରା ଅଭିନେତା ଭିକି କୌଶଲ । ଆଜି 34 ତମ ଜନ୍ମଦିନ ପାଳନ କରୁଛନ୍ତି ଭିକି। ଭିକି ମୁମ୍ବାଇର ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଶ୍ୟାମ କୌଶଲ ବଲିଉଡ ଚଳଚ୍ଚିତ୍ରର ଜଣେ ଷ୍ଟଣ୍ଟ ନିର୍ଦ୍ଦେଶକ ଥିଲେ। ବାପା ଇଣ୍ଡଷ୍ଟ୍ରି ସହିତ ଜଡିତ ଥିଲେ, କିନ୍ତୁ ଘର ଚଳାଇବା ମୁସ୍କିଲ ଥିଲା ।

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia