ହବିଷ୍ୟାଳୀଙ୍କ ପାଇଁ ସରକାରଙ୍କ ପଦକ୍ଷେପ: ରହଣୀ, ଜଗନ୍ନାଥ ଦର୍ଶନ ଓ ପ୍ରସାଦ ବ୍ୟବସ୍ଥା

ପୁରୀ: ଅକ୍ଟୋବର ୧୦ରୁ ଆରମ୍ଭ ହେବା ପାଇଁ ଯାଉଛି କାର୍ତ୍ତିକ ବ୍ରତ । ୨ ବର୍ଷ ପରେ ଏଥର ପୁରୀରେ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳୀ । ଶ୍ରୀକ୍ଷେତ୍ର ପୁରୀରେ ପ୍ରିତିବର୍ଷ ପବିତ୍ର କାର୍ତ୍ତିକ ମାସରେ ‘ରାଈଦାମୋଦର ବ୍ରତ’ ପାଳନ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ ପ୍ରତ୍ୟକ ଦିନ ଶ୍ରୀମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, କାର୍ତ୍ତିକ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia