April 22, 2025

ହଟ୍ଟଚମଟ ବିହାର ରାଜନୀତି, ବିଜେପି ଛାଡ଼ି ଲାଲୁଙ୍କ ହାତ ଧରିବେ କି ନିତୀଶ !

ପାଟନା : ବିହାର ରାଜନୀତି ଉପରେ ସାରା ଦେଶର ରହିଛି ନଜର । ଗତକାଲି ଜନତା ଦଳ ୟୁନିୟନ(JDU) ବିଧାୟକ ମାନଙ୍କୁ 72 ଘଣ୍ଟା ପର୍ଯ୍ୟନ୍ତ ପାଟନା ନ ଛାଡିବାକୁ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ନିର୍ଦ୍ଦେଶ ଦେବା ପରେ ବର୍ତ୍ତମାନ ବିହାର ରାଜନୀତି ସରଗରମ ହୋଇ ଉଠିଛି । ବିଜେପି ସହ ମିଳିତ ସରକାରରେ ରହି ମୁଖ୍ୟମନ୍ତ୍ରୀ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia