April 21, 2025

ହଟ୍ଟଗୋଳପୂର୍ଣ୍ଣ ରହିଲା ଶୀତ ଅଧିବେଶନ, ସମୟ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ହେଲା ଉଭୟ ଗୃହ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି । ବୁଧବାର ଦିନ ଉଭୟ ଗୃହକୁ ସାଇନ ଡାଏ ରଖାଯାଇଥିଲା । ନଭେମ୍ବର 29 ରେ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଆସନ୍ତା କାଲି ପର୍ଯ୍ୟନ୍ତ ଚାଲିବା ନେଇ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ବିରୋଧୀଙ୍କ ଲଗାତାର ବିରୋଦ ପ୍ରଦର୍ଶନ ଏବଂ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia