April 24, 2025

ସ୍ନାନଯାତ୍ରା: ଜାଣନ୍ତୁ, କେତେ ଗରା ପାଣିରେ ସ୍ନାନ କରନ୍ତି କେଉଁ ଦିଅଁ ?

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ମଣ୍ଡପରେ ମହାସ୍ନାନ କରିଛନ୍ତି ଶ୍ରୀଜିଉମାନେ । ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ 108 କଳସୀ ଜଳରେ ସ୍ନାନନ କରିଛନ୍ତି ତିନି ଦିଅଁ । ତେବେ ଆପଣ ଜାଣିଛନ୍ତି କି, ଏହି 108 ଗରା ଜଳ ମଧ୍ୟରୁ କେଉଁ ଦିଅଁଙ୍କ କେତେ ଗରା ଜଳରେ ସ୍ନାନ କରନ୍ତି ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia