April 24, 2025

ସ୍ନାନପରେ ଜ୍ବରରେ ପୀଡିତ ଶ୍ରୀଜିଉ,ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଶେଷ ହେଲା ସ୍ନାନଯାତ୍ରା । 108 ଗରା ସୁବାସିତ ଜଳରେ ସ୍ନାନ କଲେ ଚାରି ଠାକୁର। ସ୍ନାନପରେ କାଲିଠାରୁ ଅସୁସ୍ଥ ହୋଇପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ବାହୁଡ଼ା ପହଣ୍ଡି ଶେଷ ପରେ ରାତି 2ଟାରେ ଅଣସର ପିଣ୍ଡିକୁ ଠାକୁରମାନଙ୍କୁ ନିଆଯାଇଛି । କିଛି ସମୟ ବିଳମ୍ବରେ ଅନୁଷ୍ଠିତ ହୋଇଛି ଏହି ନୀତି । ଅଣସର ଘରକୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia