April 30, 2025

ସ୍କୁଲରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା

ଭଦ୍ରକ: ବନ୍ୟାପାଣି ପାଇଁ ବାତିଲ ହେଲା ପରୀକ୍ଷା । ସ୍କୁଲରେ ବନ୍ୟାଜଳ ପଶିବାରୁ ପରୀକ୍ଷା ବାତିଲ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ହେମେନ୍ଦ୍ର ନାଥ ହାଇସ୍କୁଲରେ ଫରମେଟିଭ୍ ଆସେସମେଣ୍ଟ ପରୀକ୍ଷା ବନ୍ଦ ହୋଇଛି । ଦୀର୍ଘ ସମୟ ଛିଡ଼ା ହେବା ପରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ନଦେଇ ଫେରିଛନ୍ତି ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia