April 20, 2025

ସେପ୍ଟେମ୍ବର 28 ରେ ହାତ ଧରିବେ କହ୍ନେୟା କୁମାର ଏବଂ ଜିଗ୍ନେଶ ମେୱାନୀ

ନୂଆଦିଲ୍ଲୀ : କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ) ନେତା କହ୍ନେୟା କୁମାର ଏବଂ ଗୁଜରାଟର ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ନେଇ ବର୍ତ୍ତମାନ ବଡ଼ ଖବର ସାମ୍ନକୁ ଆସୁଛି । ଏହି ଦୁଇ ନେତା 28 ସେପ୍ଟେମ୍ବରରେ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି । ଉତ୍ସ ଅନୁସାରେ ନ୍ୟୁଜ୍ ଏଜେନ୍ସି ANI ଏହି ସୂଚନା ଦେଇଛି ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia