April 30, 2025

ସୂର୍ଯ୍ୟକିରଣ ଶୋ’ ପାଇଁ ଫୁଲଡ୍ରେସ ରିହର୍ସଲ: କାଲି କମ୍ପିବ ଭୁବନେଶ୍ୱର ବାଲିଯାତ୍ରା ପଡିଆ

ଭୁବନେଶ୍ବର: ଆସନ୍ତାକାଲି ହେବାକୁ ଥିବା ସୂର୍ଯ୍ୟକିରଣ ଶୋ’ ପାଇଁ ଆଜି ଫୁଲଡ୍ରେସ ରିହର୍ସଲ କରିଛି ଭାରତୀୟ ବାୟୁସେନା । ବାୟୁସେନାର ବରିଷ୍ଠ ଅଧିକାରୀ ଓ ଡିସିପି କୁଆଖାଇ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ସୂର୍ଯ୍ୟକିରଣ ଏୟାର ଶୋ’ ୧୮ରୁ ୨୦ ମିନିଟ୍ ବିଶିଷ୍ଟ ହେବ । ଭୂମିର ୫୦୦ରୁ ୧ହଜାର ଫୁଟ ଉଚ୍ଚରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia