April 20, 2025

ସୁପର୍‌ଷ୍ଟାର୍ ରଜନୀକାନ୍ତଙ୍କୁ ମିଳିବ ୫୧ତମ ଦାଦାସାହେବ ଫାଲ୍‌କେ ପୁରସ୍କାର

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ 51 ତମ ‘ଦାଦା ସାହେବ ଫାଲକେ’ ପୁରସ୍କାର । ଚଳଚିତ୍ର ଜଗତର ସବୁଠାରୁ ବଡ ପୁରସ୍କାର ଭାବରେ ଏହା ପରିଗଣିତ। ଏଥିପାଇଁ ଦକ୍ଷିଣ ଭାରତର ଚଳଚିତ୍ର ଦୁନିଆର ସବୁଠାରୁ ଓଜନଦାର ଅଭିନେତା ରଜନୀଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ।  ଏନେଇ ଆଜି ରଜନୀକାନ୍ତ ନିଜ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia