April 22, 2025

ସୀମା ଅତିକ୍ରମ କଲେ ଆସାମ ମୁଖ୍ୟମନ୍ତ୍ରୀ, କହିଲେ – ‘ରାହୁଲଙ୍କୁ ମାଗିଛୁ କି ରାଜୀବ ଗାନ୍ଧୀଙ୍କ ପୁଅ ହେବାର ପ୍ରମାଣ ?’

ନୂଆଦିଲ୍ଲୀ : ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତା ବିଶ୍ୱ ଶର୍ମା ଶୁକ୍ରବାର ଦିନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଏକ ଟିପ୍ପଣୀ ଦେଇଛନ୍ତି । ଉତ୍ତରାଖଣ୍ଡରେ ନିର୍ବାଚନ ପ୍ରଚାର ବେଳେ ବିଜେପି ନେତା ଶର୍ମା କହିଛନ୍ତି ଯେ ‘ରାହୁଲ ଗାନ୍ଧୀଙ୍କୁ ତାଙ୍କ ପିତା କିଏ ପଚାରିବୁ କି ? ଯେତେବେଳେ ଭାରତୀୟ ସେନା ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia